Compartir
Bibahabedi Kete Dura O Anyanya Galpa (en Oriya)
Himanshu Kumar Hota
(Autor)
·
Black Eagle Books
· Tapa Blanda
Bibahabedi Kete Dura O Anyanya Galpa (en Oriya) - Hota, Himanshu Kumar
25,46 €
26,80 €
Ahorras: 1,34 €
Elige la lista en la que quieres agregar tu producto o crea una nueva lista
✓ Producto agregado correctamente a la lista de deseos.
Ir a Mis Listas
Origen: Estados Unidos
(Costos de importación incluídos en el precio)
Se enviará desde nuestra bodega entre el
Miércoles 17 de Julio y el
Miércoles 31 de Julio.
Lo recibirás en cualquier lugar de España entre 1 y 5 días hábiles luego del envío.
Reseña del libro "Bibahabedi Kete Dura O Anyanya Galpa (en Oriya)"
କାହାଣୀ ଭିତରେ କାଳ ଥାଏ, ଚିତ୍ର ଥାଏ, ଚରିତ୍ର ଥାଏ, ଘଟଣା ଦୁର୍ଘଟଣା ଥାଏ । କାହାଣୀକାରର ସୂକ୍ଷ୍ମ ଅନୁଭୂତି ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇଥାଏ । ଏଥିରେ ମଧ୍ୟ ଥାଏ ସୃଜନଶୀଳତା ଓ କଳ୍ପନାପ୍ରବଣତା । ଏହାର ଶିଳ୍ପକଳା, କଥନ ଭଙ୍ଗୀ, ପ୍ରାରମ୍ଭର ଉତ୍]କଣ୍ଠା ତଥା ପରିସମାପ୍ତିର ବହୁବଣ୍ଣା ତୃପ୍ତି/ଅତୃପ୍ତି ପାଠକକୁ ବିମୋହିତ କରେ । ମୁଁ ଗପ ଲେଖିଛି । ଅନେକ ପାଠକୀୟ ଶ୍ରଦ୍ଧା ଓ ପ୍ରଶଂସା ଅର୍ଜନ କରିଛି । ଓଡିଆ ସାହିତ୍ୟର ଆଧୁନିକ ଯୁଗସ୍ରଷ୍ଟା ଫକୀରମୋହନ ସେନାପତିଙ୍କଠାରୁ ଅନେକ ସଫଳ ସ୍ରଷ୍ଟା ତାଙ୍କର କାଳଜୟୀ ସୃଷ୍ଟି ସମ୍ଭାର ଧରି ତଳକୁ ତଳ ଧାଡି ବାନ୍ଧି ରହିଛନ୍ତି । ସେମାନଙ୍କର ନାମ ଉଲ୍ଲେଖ କରିବା ସମ୍ଭବ ନୁହେଁ । ତେବେ ସେମାନଙ୍କ ତଳ ଧାଡିରେ ମୁଁ ସାମିଲ ହେବାକୁ ଚେଷ୍ଟା କରିଛି । କୁହାଯାଏ ସେମାନଙ୍କ ସମୟରେ ବିଭିନ୍ନ ପରୀକ୍ଷାମୂଳକ ଗଳ୍ପ ଲେଖାଯାଇଛି, ବିଭିନ୍ନ ବାଦ(ସଗ୍ଦଜ୍ଞ)ର ଅନୁପ୍ରବେଶ ଘଟିଛି । ମୋ ଗଳ୍ପଗୁଡିକ ସେହି ଭିତରେ କେଉଁଠି ଅଛି ମୁଁ କହି ପାରିବି ନାହିଁ । ଏହା ସମୀକ୍ଷକଙ୍କ କାମ । ତେବେ ମୋ ଗଳ୍ପଗୁଡିକରେ କଣ ଥାଏ ବୋଲି ଖୋଜିଲେ ସବୁ କିଛି ଉପାଦାନ ତ ମିଳିବ, ମିଳିବ ବି କଳ୍ପନାପ୍ରବଣତା ଓ ସତ୍ୟତା । ଗଳ୍ପରେ କଳ୍ପନା ପ୍ରବଣତାର ମାତ୍ରା ଅଧ୍ୟଧିକ ହେଲେ ତାହା ଆଉ ଗଳ୍ପ ହୋଇ ରହେ ନାହିଁ, ପୁଣି ସତ୍ୟତାର ପରିମାଣ ଅତ୍ୟଧିକ ହେଲେ ତାହା ବି ଗଳ୍ପ ହୋଇ ନ ପାରି ସମ୍ବାଦକୁ ଚାଲିଆସେ । ଗଳ୍ପ ହେଉଛି ସତମିଛ, ଛା
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.